ରାଜଧାନୀରେ ବସ୍‌ଷ୍ଟାଣ୍ଡ ଶୌଚାଳୟର ଶୋଚନୀୟ ସ୍ଥିତି : ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ଉତ୍ତମ ସେବା ପାଇଁ ରାଜଧାନୀରେ ପ୍ରଶଂସିତ ହେଉଛି ମୋ’ ବସ୍‌ ବ୍ୟବସ୍ଥା। ସରକାର ମଧ୍ୟ ବିଭିନ୍ନ ସମୟରେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଯୋଗାଉଛନ୍ତି। କିନ୍ତୁ ରାଜଧାନୀର ପ୍ରମୁଖ ମୋ’ ବସ୍‌ ରହଣି ଛକରେ ଥିବା ଶୌଚାଳୟ ଅବସ୍ଥା ବଡ଼ ଦୟନୀୟ ହୋଇରହିଛି। ଶୌଚାଳୟଗୁଡ଼ିକର କଦର୍ଯ୍ୟ ଅବସ୍ଥା ଯୋଗୁଁ ସେସବୁ ବ୍ୟବହାର ଉପଯୋଗୀ ହୋଇପାରୁନଥିବା‌ ଅଭିଯୋଗ ହେଉଛି। କେତେକ ବସ୍‌ଷ୍ଟାଣ୍ଡରେ ଆଦୌ ଶୌଚାଳୟ ନାହିଁ। ଫଳରେ ମହିଳା … Continue reading ରାଜଧାନୀରେ ବସ୍‌ଷ୍ଟାଣ୍ଡ ଶୌଚାଳୟର ଶୋଚନୀୟ ସ୍ଥିତି : ମହିଳା ଓ ଦିବ୍ୟାଙ୍ଗ ଯାତ୍ରୀ ହନ୍ତସନ୍ତ